ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧୂଆଁ ପିଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧୂଆଁ ପିଇବା   କ୍ରିୟାପଦ

ଅର୍ଥ : ବିଡ଼ି ଓ ଗଞ୍ଜେଇଆଦି ଟାଣି ମୁଁହରୁ ଧୂଆଁ ବାହାରକରିବା

ଉଦାହରଣ : ଶ୍ୟାମ ନିଜ ବାପମାଆଙ୍କୁ ଲୁଚେଇ ଧୂମପାନ କରୁଛି ସେ ଦିନଯାକ ଅନେକ ସିଗାରେଟ ଟାଣୁଛି

ସମକକ୍ଷ : ଧୂଆଁ ଟାଣିବା, ଧୂମପାନକରିବା, ଫୁଙ୍କିବା

तम्बाकू, गाँजे आदि का धुआँ मुँह से खींचकर बाहर निकालना।

श्याम अपने माँ-बाप से छिपकर धूम्रपान करता है।
वह दिनभर में कई सिगरेट फूँकता है।
धूम्रपान करना, फूँकना, फूंकना

Inhale and exhale smoke from cigarettes, cigars, pipes.

We never smoked marijuana.
Do you smoke?.
smoke