ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫିଟେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫିଟେଇବା   କ୍ରିୟାପଦ

ଅର୍ଥ : ସିଲେଇ, ବୁଣା ହୋଇଥିବା ଟାଙ୍କକୁ ଅଲଗା କରିବା

ଉଦାହରଣ : ସୀମା ସାଲୁଆରର ସିଲେଇକୁ ଖୋଲୁଛି

ସମକକ୍ଷ : ଖୋଲିବା

सिलाई, बुनाई के टाँके अलग करना।

सीमा सलवार की सिलाई उधेड़ रही है।
उकासना, उकुसना, उघाड़ना, उघारना, उघेलना, उधेड़ना, खोलना, निकालना

Become or cause to become undone by separating the fibers or threads of.

Unravel the thread.
unknot, unpick, unravel, unscramble, untangle

ଅର୍ଥ : ଢଙ୍କା ହୋଇଥିବା ବସ୍ତୁକୁ ହଟାଇବା

ଉଦାହରଣ : କିଏ ଜଣେ ଆସିଲେଣି, କବାଟ ଖୋଲ

ସମକକ୍ଷ : ଖୋଲିବା

ढकने या रोकने वाली वस्तु हटाना।

कोई आया है, दरवाज़ा खोलो।
उघटना, उघाड़ना, उघारना, उघेलना, खोलना

Cause to open or to become open.

Mary opened the car door.
open, open up