ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରେମିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରେମିକ   ବିଶେଷ୍ୟ

ଅର୍ଥ : ଯେ ପ୍ରେମ କରେ

ଉଦାହରଣ : ଶୀତଋତୁରେ ପକ୍ଷୀପ୍ରେମୀମାନେ ଚିଲିକା ହ୍ରଦକୁ ନିଶ୍ଚିତ ଭାବେ ଯାଆନ୍ତି

ସମକକ୍ଷ : ପ୍ରେମୀ

वह जो प्रेम करे या किसी व्यक्ति, वस्तु आदि को चाहे या बहुत चाह या प्रेम रखे।

शीत ऋतु में पक्षियों के प्रेमी चिल्का झील अवश्य जाते हैं।
रमेश क्रिकेट का दीवाना है।
आशिक, आशिक़, दिवाना, दीवाना, प्रेमी

An ardent follower and admirer.

buff, devotee, fan, lover

ଅର୍ଥ : କୌଣସି ସ୍ତ୍ରୀ ଦୃଷ୍ଟିରୁ ତାଙ୍କ ସହିତ ଯେଉଁ ପୁରୁଷର ଅନୁଚିତ ସମ୍ପର୍କ ଅଛି

ଉଦାହରଣ : ସେ ତା ପ୍ରେମିକ ସହିତ ବୁଲିବାକୁ ଯାଇଛି

ସମକକ୍ଷ : ଉପପତି, ଜାର, ନାଗର

किसी स्त्री के विचार से वह पुरुष जिसका उससे नाजायज संबंध हो।

वह अपने यार के साथ घूमने गई है।
उपपति, जार, धगड़, धगड़ा, धग्गड़, नागरीट, नागवीट, पापपति, यार, रमक, लंग, लंगक

ଅର୍ଥ : ଯେଉଁ ପୁରୁଷ ପ୍ରେମ କରେ

ଉଦାହରଣ : ମିତା ନିଜର ପ୍ରେମିକ ରମେଶ ସହିତ ଫେରାର ହୋଇଯାଇଛି

ସମକକ୍ଷ : ପ୍ରିୟ, ପ୍ରେମୀ