ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜାର   ବିଶେଷ୍ୟ

ଅର୍ଥ : କୌଣସି ସ୍ତ୍ରୀ ଦୃଷ୍ଟିରୁ ତାଙ୍କ ସହିତ ଯେଉଁ ପୁରୁଷର ଅନୁଚିତ ସମ୍ପର୍କ ଅଛି

ଉଦାହରଣ : ସେ ତା ପ୍ରେମିକ ସହିତ ବୁଲିବାକୁ ଯାଇଛି

ସମକକ୍ଷ : ଉପପତି, ନାଗର, ପ୍ରେମିକ

किसी स्त्री के विचार से वह पुरुष जिसका उससे नाजायज संबंध हो।

वह अपने यार के साथ घूमने गई है।
उपपति, जार, धगड़, धगड़ा, धग्गड़, नागरीट, नागवीट, पापपति, यार, रमक, लंग, लंगक

ଅର୍ଥ : ପ୍ରାଚୀନ ସମୟରେ ଋଷିଆର ରାଜା ବା ଶାସକ

ଉଦାହରଣ : ୧୯୧୭ମସିହା ପର୍ଯ୍ୟନ୍ତ ଜାରମାନଙ୍କର ଶାସନ ଥିଲା

प्राचीन समय में रूस का राजा या शासक।

१९१७ तक रूस में ज़ारों का शासन था।
ज़ार, जार

A male monarch or emperor (especially of Russia prior to 1917).

czar, tsar, tzar

ଅର୍ଥ : ଆଚାର,ଘିଅ ଆଦି ରଖିବାପାଇଁ ଚିନାମାଟି ବା ସାଦାମାଟି ଆଦିରେ ତିଆରି ଗୋଟିଏ ଚଉଡ଼ା ମୁହଁ ଏବଂ ହାତ ନ ଥିବା ଏକ ଚିକ୍କଣ ପାତ୍ର

ଉଦାହରଣ : ଆଚାର,ମୁରବା ଆଦି ରଖିବା ପାଇଁ ଜାରର ଉପଯୋଗ କରା ଯାଏ

ସମକକ୍ଷ : ବଅମ, ବୟମ, ବୟାଁ

अचार, घी, आदि रखने का चीनी मिट्टी या सादी मिट्टी आदि का एक चौड़े मुँह एवं हत्थे या बिना हत्थे का ढक्कनदार रोगनी बर्तन।

मर्तबान का उपयोग अचार, मुरब्बा आदि रखने के लिए किया जाता है।
अमृतदान, अमृतबान, जार, बरनी, बुयाम, मरतबान, मर्तबान, मर्तवान

A vessel (usually cylindrical) with a wide mouth and without handles.

jar