ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରେମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରେମୀ   ବିଶେଷ୍ୟ

ଅର୍ଥ : ଯେ ପ୍ରେମ କରେ

ଉଦାହରଣ : ଶୀତଋତୁରେ ପକ୍ଷୀପ୍ରେମୀମାନେ ଚିଲିକା ହ୍ରଦକୁ ନିଶ୍ଚିତ ଭାବେ ଯାଆନ୍ତି

ସମକକ୍ଷ : ପ୍ରେମିକ

वह जो प्रेम करे या किसी व्यक्ति, वस्तु आदि को चाहे या बहुत चाह या प्रेम रखे।

शीत ऋतु में पक्षियों के प्रेमी चिल्का झील अवश्य जाते हैं।
रमेश क्रिकेट का दीवाना है।
आशिक, आशिक़, दिवाना, दीवाना, प्रेमी

An ardent follower and admirer.

buff, devotee, fan, lover

ଅର୍ଥ : ଯେଉଁ ପୁରୁଷ ପ୍ରେମ କରେ

ଉଦାହରଣ : ମିତା ନିଜର ପ୍ରେମିକ ରମେଶ ସହିତ ଫେରାର ହୋଇଯାଇଛି

ସମକକ୍ଷ : ପ୍ରିୟ, ପ୍ରେମିକ

ପ୍ରେମୀ   ବିଶେଷଣ

ଅର୍ଥ : ଯେ ପ୍ରେମ କରେ

ଉଦାହରଣ : ଗାଁ ଲୋକମାନେ ପ୍ରେମୀ ଯୁଗଳଙ୍କୁ ମାରିଦେଲେ

प्रेम करने वाला।

प्रेमी युगल एक-दूसरे के लिए कुछ भी करने को तैयार रहते हैं।
आशिक, आशिक़, चायक, दिवाना, दीवाना, प्रेमी

Feeling or showing love and affection.

Loving parents.
Loving glances.
loving