ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରିୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରିୟ   ବିଶେଷ୍ୟ

ଅର୍ଥ : ଯେଉଁ ପୁରୁଷ ପ୍ରେମ କରେ

ଉଦାହରଣ : ମିତା ନିଜର ପ୍ରେମିକ ରମେଶ ସହିତ ଫେରାର ହୋଇଯାଇଛି

ସମକକ୍ଷ : ପ୍ରେମିକ, ପ୍ରେମୀ

ପ୍ରିୟ   ବିଶେଷଣ

ଅର୍ଥ : ଅଧିକ ସ୍ନ୍ହେମମତା ଦେଖାଉଥିବା

ଉଦାହରଣ : ମନୋହରର ଗେଲବସରିଆ ପୁଅ ପାଠପଢ଼ାରେ ଭାରି ପ୍ରଖର

ସମକକ୍ଷ : ଗେଲବସରିଆ, ଗେହ୍ଳା

जिसे अधिक लाड़-प्यार दिया जाता हो या अधिक लाड़-प्यार पानेवाला।

मनोहर का लाड़ला बेटा पढ़ने में बहुत तेज है।
अलकलड़ैता, दुलारा, लाड़ला

Preferred above all others and treated with partiality.

The favored child.
best-loved, favored, favorite, favourite, pet, preferent, preferred

ଅର୍ଥ : ରୁଚି ଅନୁକୁଳ ବା ଭଲ ଜଣାପଡ଼ୁଥିବା ଲୋକ

ଉଦାହରଣ : ଏହା ମୋର ମନପସନ୍ଦ ଖାଦ୍ୟ

ସମକକ୍ଷ : ପସନ୍ଦିଆ, ମନପସନ୍ଦ, ରୁଚିକର

रुचि के अनुकूल या अच्छा जान पड़नेवाला।

यह मेरा मनपसंद खाना है।
अभीष्ट, ख़ुशगवार, खुशगवार, पसंद का, पसंदीदा, पसन्दीदा, प्रिय, मनचाहा, मनपसंद, मनपसन्द, मनभाता, मनभावन, रुचिकर

Appealing to the general public.

A favorite tourist attraction.
favorite, favourite

ଅର୍ଥ : ଯାହା ଭଲ ଲାଗେ ବା ଯିଏ ପ୍ରିୟ

ଉଦାହରଣ : ଏହା ମୋର ପ୍ରିୟ ବହି

ସମକକ୍ଷ : ପସନ୍ଦିଆ, ପ୍ରୀତିକର, ମନପସନ୍ଦ

जिससे प्रेम हो या जो प्यारा हो।

यह मेरी प्रिय पुस्तक है।
अज़ीज़, अजीज, अर्य, अर्य्य, ईठ, चहेता, दिलबर, दिलरुबा, पसंददीदा, प्यारा, प्रिय, प्रीतिकर, मनचाहा, रोचन

With or in a close or intimate relationship.

A good friend.
My sisters and brothers are near and dear.
dear, good, near