ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନପସନ୍ଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନପସନ୍ଦ   ବିଶେଷଣ

ଅର୍ଥ : ରୁଚି ଅନୁକୁଳ ବା ଭଲ ଜଣାପଡ଼ୁଥିବା ଲୋକ

ଉଦାହରଣ : ଏହା ମୋର ମନପସନ୍ଦ ଖାଦ୍ୟ

ସମକକ୍ଷ : ପସନ୍ଦିଆ, ପ୍ରିୟ, ରୁଚିକର

रुचि के अनुकूल या अच्छा जान पड़नेवाला।

यह मेरा मनपसंद खाना है।
अभीष्ट, ख़ुशगवार, खुशगवार, पसंद का, पसंदीदा, पसन्दीदा, प्रिय, मनचाहा, मनपसंद, मनपसन्द, मनभाता, मनभावन, रुचिकर

Appealing to the general public.

A favorite tourist attraction.
favorite, favourite

ଅର୍ଥ : ଯାହା ଭଲ ଲାଗେ ବା ଯିଏ ପ୍ରିୟ

ଉଦାହରଣ : ଏହା ମୋର ପ୍ରିୟ ବହି

ସମକକ୍ଷ : ପସନ୍ଦିଆ, ପ୍ରିୟ, ପ୍ରୀତିକର

जिससे प्रेम हो या जो प्यारा हो।

यह मेरी प्रिय पुस्तक है।
अज़ीज़, अजीज, अर्य, अर्य्य, ईठ, चहेता, दिलबर, दिलरुबा, पसंददीदा, प्यारा, प्रिय, प्रीतिकर, मनचाहा, रोचन

With or in a close or intimate relationship.

A good friend.
My sisters and brothers are near and dear.
dear, good, near