ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଚନା କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଚନା କରିବା   କ୍ରିୟାପଦ

ଅର୍ଥ : କୌଣସି ସାହିତ୍ୟିକ କୃତିର ସୃଷ୍ଟି କରିବା

ଉଦାହରଣ : ସେ ଗୋଟିଏ ନୂଆ କବିତା ରଚନା କରିଛନ୍ତି

ସମକକ୍ଷ : ଲେଖିବା, ସୃଷ୍ଟି କରିବା

किसी साहित्यिक कृति का निर्माण करना।

वह एक नई कविता लिख रहा है।
रचना, लिखना

Produce a literary work.

She composed a poem.
He wrote four novels.
compose, indite, pen, write

ଅର୍ଥ : ସନ୍ଦର୍ଭ ଦେବା ବା ସନ୍ଦର୍ଭ ରୂପରେ ପ୍ରୟୋଗ କରିବା

ଉଦାହରଣ : ଏହି ପୁସ୍ତକରେ ସ୍ୱାଧିନତା ସଂଗ୍ରାମରେ ଶହୀଦ ହୋଇଥିବା ସମସ୍ତ ଶହୀଦଙ୍କ ଉଲ୍ଲେଖ କରଏହି କାମ ସହିତ କର୍ତ୍ତାର ବି ଉଲ୍ଲେଖ କର

ସମକକ୍ଷ : ଉଲ୍ଲେଖ କରିବା, ଚର୍ଚ୍ଚା କରିବା, ପ୍ରସଙ୍ଗ କରିବା

* संदर्भ देना या संदर्भ के रूप में प्रयोग करना।

इस पुस्तक में आजादी में मारे गए सभी शहीदों का उल्लेख करो।
इस काम के साथ कर्ता का भी उल्लेख करो।
उल्लेख करना, जिक्र करना, ज़िक्र करना

Make reference to.

His name was mentioned in connection with the invention.
advert, bring up, cite, mention, name, refer

ଅର୍ଥ : ରଚନା କରିବା ବା ପ୍ରସ୍ତୁତ କରିବା

ଉଦାହରଣ : ମୁଁ ଆଜି ଗୋଟିଏ ନୂଆ କବିତା ରଚନା କରିଛି

ସମକକ୍ଷ : ପ୍ରସ୍ତୁତ କରିବା, ସର୍ଜନା କରିବା, ସୃଜନ କରିବା, ସୃଷ୍ଟି କରିବା

रच या बनाकर तैयार करना।

मैंने आज एक नई कविता की सृष्टि की।
रचना करना, सिरजना, सृजन करना, सृष्टि करना

Bring into existence.

The company was created 25 years ago.
He created a new movement in painting.
create