ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରସଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରସଙ୍ଗ   ବିଶେଷ୍ୟ

ଅର୍ଥ : କୌଣସି କାମ କରିବାପାଇଁ କାହା ସାମନାରେ ଉପସ୍ଥାପିତ ପ୍ରସ୍ତାବ

ଉଦାହରଣ : ପ୍ରଧାନମନ୍ତ୍ରୀ ପାକିସ୍ତାନ ସମ୍ମୁଖରେ ଶାନ୍ତିର ପ୍ରସ୍ତାବ ଉପସ୍ଥାପିତ କରିଛନ୍ତି

ସମକକ୍ଷ : ପରାମର୍ଶ, ପ୍ରସ୍ତାବ, ବିଚାର

जो किसी के सामने स्वीकृति या अस्वीकृति के लिए प्रस्तुत किया जाय।

प्रधानमंत्री के शांति के प्रस्ताव को पाकिस्तान ने स्वीकार किया।
आफर, ऑफर, पेशकश, प्रस्ताव, सुझाव

The verbal act of offering.

A generous offer of assistance.
offer, offering

ଅର୍ଥ : ବିଚାର କରାଯାଉଥିବା ବିଷୟର ସ୍ୱରୂପ ବା ପରଂପରା

ଉଦାହରଣ : ସେହି ସଭାରେ ବିଜ୍ଞାନ ବିଷୟରେ କଥାବାର୍ତ୍ତା ଚାଲିଛି ମୁଁ ଏହି ପ୍ରସଙ୍ଗରେ କୌଣସି କଥା କହିବାକୁ ଚାହୁଁନାହିଁ

ସମକକ୍ଷ : ପ୍ରକରଣ, ବିଷୟ, ମାମଲା, ମୁଦ୍ଦା, ସନ୍ଦର୍ଭ

विवेच्य विषय का स्वरूप और परंपरा।

उस सभा में विज्ञान के विषय पर बातचीत चल रही है।
मैं इस बाबत कोई बात नहीं करना चाहता।
अधिकरण, अम्र, उल्लास, प्रकरण, प्रकीर्ण, प्रकीर्णक, प्रसंग, बाबत, बारे, मामला, मुआमला, मुद्दा, वार्त्ता, विषय, संदर्भ, सन्दर्भ

The subject matter of a conversation or discussion.

He didn't want to discuss that subject.
It was a very sensitive topic.
His letters were always on the theme of love.
subject, theme, topic