ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରାମର୍ଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରାମର୍ଶ   ବିଶେଷ୍ୟ

ଅର୍ଥ : କୌଣସି କାମ କରିବାପାଇଁ କାହା ସାମନାରେ ଉପସ୍ଥାପିତ ପ୍ରସ୍ତାବ

ଉଦାହରଣ : ପ୍ରଧାନମନ୍ତ୍ରୀ ପାକିସ୍ତାନ ସମ୍ମୁଖରେ ଶାନ୍ତିର ପ୍ରସ୍ତାବ ଉପସ୍ଥାପିତ କରିଛନ୍ତି

ସମକକ୍ଷ : ପ୍ରସଙ୍ଗ, ପ୍ରସ୍ତାବ, ବିଚାର

जो किसी के सामने स्वीकृति या अस्वीकृति के लिए प्रस्तुत किया जाय।

प्रधानमंत्री के शांति के प्रस्ताव को पाकिस्तान ने स्वीकार किया।
आफर, ऑफर, पेशकश, प्रस्ताव, सुझाव

The verbal act of offering.

A generous offer of assistance.
offer, offering

ଅର୍ଥ : କୌଣସି କଥାକୁ ଯେ ଧ୍ୟାନ ଦେଇନାହିଁ ତାକୁ ସେ ବିଷୟରେ ଜଣେଇବାପାଇଁ କହିଥିବା କଥା

ଉଦାହରଣ : ଏହି ବିଷୟ ଉପରେ ଆପଣ ବି ଆପଣଙ୍କ ଅଭିମତ ଦିଅନ୍ତୁ

ସମକକ୍ଷ : ଅଭିମତ, ମତ, ମତାମତ, ମନ୍ତବ୍ୟ, ସମ୍ମତି ଅସମ୍ମତି

जिस बात की ओर किसी का ध्यान न गया हो उसकी ओर उसका ध्यान दिलाने के लिए कही हुई बात।

आपका सुझाव सबसे अच्छा है।
तरकीब, परामर्श, मंतव्य, मन्तव्य, राय, सलाह, सुझाव

A proposal offered for acceptance or rejection.

It was a suggestion we couldn't refuse.
proffer, proposition, suggestion

ଅର୍ଥ : କଣ ଠିକ କିମ୍ବା କଣ ହେବା ଉଚିତ ସେ ବିଷୟରେ ଅନ୍ୟ ସହିତ ମିଶି ଜାଣିବାର କ୍ରିୟା

ଉଦାହରଣ : ପ୍ରଧାନମନ୍ତ୍ରୀ ଏହି ସମସ୍ୟାର ସମାଧାନ କରିବାପାଇଁ ସବୁ ମନ୍ତ୍ରୀମାନଙ୍କର ପରାମର୍ଶ ନେବାକୁ ଚାହୁଁଛନ୍ତି

ସମକକ୍ଷ : ବିଚାର ବିମର୍ଶ, ମନ୍ତ୍ରଣା

आपस में मिलकर यह जानने की क्रिया कि क्या ठीक है अथवा क्या होना चाहिए।

प्रधानमंत्रीजी इस समस्या को हल करने के लिए सभी मंत्रियों से परामर्श लेना चाहते हैं।
परामर्श, प्रतिजल्प, मंत्रणा, मन्त्रणा, मशवरा, मशविरा, विचार-विमर्श, सलाह, सलाह-मशविरा

A proposal for an appropriate course of action.

advice