ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସନ୍ଦର୍ଭ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସନ୍ଦର୍ଭ   ବିଶେଷ୍ୟ

ଅର୍ଥ : ଯେଉଁ ପରିସ୍ଥିତିରେ କିଛି ଘଟଣା ଘଟେ

ଉଦାହରଣ : ପ୍ରସ୍ତୁତ କାବ୍ୟାଂଶଟି କେଉଁ ସନ୍ଦର୍ଭରେ ଲେଖାଯାଇଛି ?

ସମକକ୍ଷ : ପରିପ୍ରେକ୍ଷୀ

वह परिस्थिति जिसमें कोई घटना घटी हो।

प्रस्तुत काव्यांश किस संदर्भ में लिखा गया है।
परिप्रेक्ष्य, संदर्भ, सन्दर्भ

Discourse that surrounds a language unit and helps to determine its interpretation.

context, context of use, linguistic context

ଅର୍ଥ : ବିଚାର କରାଯାଉଥିବା ବିଷୟର ସ୍ୱରୂପ ବା ପରଂପରା

ଉଦାହରଣ : ସେହି ସଭାରେ ବିଜ୍ଞାନ ବିଷୟରେ କଥାବାର୍ତ୍ତା ଚାଲିଛି ମୁଁ ଏହି ପ୍ରସଙ୍ଗରେ କୌଣସି କଥା କହିବାକୁ ଚାହୁଁନାହିଁ

ସମକକ୍ଷ : ପ୍ରକରଣ, ପ୍ରସଙ୍ଗ, ବିଷୟ, ମାମଲା, ମୁଦ୍ଦା

विवेच्य विषय का स्वरूप और परंपरा।

उस सभा में विज्ञान के विषय पर बातचीत चल रही है।
मैं इस बाबत कोई बात नहीं करना चाहता।
अधिकरण, अम्र, उल्लास, प्रकरण, प्रकीर्ण, प्रकीर्णक, प्रसंग, बाबत, बारे, मामला, मुआमला, मुद्दा, वार्त्ता, विषय, संदर्भ, सन्दर्भ

The subject matter of a conversation or discussion.

He didn't want to discuss that subject.
It was a very sensitive topic.
His letters were always on the theme of love.
subject, theme, topic