ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଶ୍ନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଶ୍ନ   ବିଶେଷ୍ୟ

ଅର୍ଥ : କିଛି ଜାଣିବା ବା ପରଖିବା ପାଇଁ ଯେଉଁ କଥା ପଚରାଯାଏ ଏବଂ ଯାହାର କିଛି ଉତ୍ତର ଥାଏ

ଉଦାହରଣ : ସେ ମୋ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ

वह बात जो कुछ जानने या जाँचने के लिए पूछी जाए और जिसका कुछ उत्तर हो।

वह मेरे प्रश्न का उत्तर न दे सका।
प्रश्न, सवाल

A sentence of inquiry that asks for a reply.

He asked a direct question.
He had trouble phrasing his interrogations.
interrogation, interrogative, interrogative sentence, question

ଅର୍ଥ : କେତେକ ଅଡ଼ୁଆ କିନ୍ତୁ ବିଚାରଣୀୟ କଥା ଯାହାର ନିରାକରଣ ସହଜରେ ହୋଇପାରେ ନାହିଁ

ଉଦାହରଣ : ବେରୋଜଗାରୀ ଦେଶପାଇଁ ଏକ ବଡ଼ ସମସ୍ୟା ପ୍ରଥମେ ଏହି ସମସ୍ୟାକୁ ସମାଧାନ କର

ସମକକ୍ଷ : ଦୂରୁହ ବିଷୟ, ସଙ୍କଟ, ସମସ୍ୟା

वह उलझनवाली विचारणीय बात जिसका निराकरण सहज में न हो सके।

बेरोज़गारी देश के सामने एक बहुत बड़ी समस्या है।
पहले इस समस्या को सुलझाइए।
उलझन, गुत्थी, प्रश्न, प्राब्लम, प्रॉब्लम, मसला, मुद्दा, समस्या

A source of difficulty.

One trouble after another delayed the job.
What's the problem?.
problem, trouble

ଅର୍ଥ : ପଚାରିବା ବା ପ୍ରଶ୍ନ କରିବା କ୍ରିୟା

ଉଦାହରଣ : କେବେ କେବେ ଛୁଆଙ୍କର ଜିଜ୍ଞାସାର ଉତ୍ତର ଦେବା କଠିନ ହୋଇଯାଏ

ସମକକ୍ଷ : ଜିଜ୍ଞାସା

पूछने या प्रश्न करने की क्रिया।

बच्चों के अनुयोजन का कभी-कभी उत्तर देना कठिन हो जाता है।
अनुयोजन

A request for information.

inquiring, questioning