ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜିଜ୍ଞାସା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜିଜ୍ଞାସା   ବିଶେଷ୍ୟ

ଅର୍ଥ : କୌଣସି କଥା ଜାଣିବାପାଇଁ ଅତ୍ୟଧିକ ଇଚ୍ଛା

ଉଦାହରଣ : ବାଳକମାନଙ୍କ ମନରେ ପ୍ରତ୍ୟେକ ବିଷୟକୁ ଜାଣିବା ପାଇଁ ଜିଜ୍ଞାସା ରହିଥାଏ

ସମକକ୍ଷ : ଉତ୍କଣ୍ଠା, କୁତୂହଳ, କୌତୂହଳ

कोई बात जानने की अत्यधिक इच्छा।

बालकों के मन में हर एक चीज़ के प्रति जिज्ञासा होती है।
अनुयोग, उत्कंठा, उत्कण्ठा, उत्सुकता, कुतूहल, कौतुक, कौतूहल, जिज्ञासा

A state in which you want to learn more about something.

curiosity, wonder

ଅର୍ଥ : ପଚାରିବା ବା ପ୍ରଶ୍ନ କରିବା କ୍ରିୟା

ଉଦାହରଣ : କେବେ କେବେ ଛୁଆଙ୍କର ଜିଜ୍ଞାସାର ଉତ୍ତର ଦେବା କଠିନ ହୋଇଯାଏ

ସମକକ୍ଷ : ପ୍ରଶ୍ନ

पूछने या प्रश्न करने की क्रिया।

बच्चों के अनुयोजन का कभी-कभी उत्तर देना कठिन हो जाता है।
अनुयोजन

A request for information.

inquiring, questioning