ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଙ୍କଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଙ୍କଟ   ବିଶେଷ୍ୟ

ଅର୍ଥ : କେତେକ ଅଡ଼ୁଆ କିନ୍ତୁ ବିଚାରଣୀୟ କଥା ଯାହାର ନିରାକରଣ ସହଜରେ ହୋଇପାରେ ନାହିଁ

ଉଦାହରଣ : ବେରୋଜଗାରୀ ଦେଶପାଇଁ ଏକ ବଡ଼ ସମସ୍ୟା ପ୍ରଥମେ ଏହି ସମସ୍ୟାକୁ ସମାଧାନ କର

ସମକକ୍ଷ : ଦୂରୁହ ବିଷୟ, ପ୍ରଶ୍ନ, ସମସ୍ୟା

वह उलझनवाली विचारणीय बात जिसका निराकरण सहज में न हो सके।

बेरोज़गारी देश के सामने एक बहुत बड़ी समस्या है।
पहले इस समस्या को सुलझाइए।
उलझन, गुत्थी, प्रश्न, प्राब्लम, प्रॉब्लम, मसला, मुद्दा, समस्या

A source of difficulty.

One trouble after another delayed the job.
What's the problem?.
problem, trouble