ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୂରୁହ ବିଷୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୂରୁହ ବିଷୟ   ବିଶେଷ୍ୟ

ଅର୍ଥ : କେତେକ ଅଡ଼ୁଆ କିନ୍ତୁ ବିଚାରଣୀୟ କଥା ଯାହାର ନିରାକରଣ ସହଜରେ ହୋଇପାରେ ନାହିଁ

ଉଦାହରଣ : ବେରୋଜଗାରୀ ଦେଶପାଇଁ ଏକ ବଡ଼ ସମସ୍ୟା ପ୍ରଥମେ ଏହି ସମସ୍ୟାକୁ ସମାଧାନ କର

ସମକକ୍ଷ : ପ୍ରଶ୍ନ, ସଙ୍କଟ, ସମସ୍ୟା

वह उलझनवाली विचारणीय बात जिसका निराकरण सहज में न हो सके।

बेरोज़गारी देश के सामने एक बहुत बड़ी समस्या है।
पहले इस समस्या को सुलझाइए।
उलझन, गुत्थी, प्रश्न, प्राब्लम, प्रॉब्लम, मसला, मुद्दा, समस्या

A source of difficulty.

One trouble after another delayed the job.
What's the problem?.
problem, trouble