ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ତେଜିଆନ ଝଡ଼ ସହିତ ବର୍ଷାବି ହୁଏ
ଉଦାହରଣ : ହସ୍ତା ନକ୍ଷତ୍ର ଚଳିବାରୁ ଝଞ୍ଜା ଆରମ୍ଭ ହୋଇଗଲା
ସମକକ୍ଷ : ଝଞ୍ଜା, ଝଞ୍ଜାବାତ
वह तेज़ आँधी जिसके साथ वर्षा भी आए।
A violent weather condition with winds 64-72 knots (11 on the Beaufort scale) and precipitation and thunder and lightning.
ଅର୍ଥ : ବହୁତ ତୀବ୍ର ବା ତେଜ
ଉଦାହରଣ : କାଲିର ଝଡ଼ବତାସ ହୃଦୟକୁ କମ୍ପାଇ ଦେବାଭଳି ଥିଲା
ସମକକ୍ଷ : ଝଞ୍ଜା, ଝଞ୍ଜାବାତ, ଝଡ଼ବତାସ
बहुत तीव्र या तेज़।
Intensely or extremely bad or unpleasant in degree or quality.
ସଂସ୍ଥାପନ କରନ୍ତୁ