ଅର୍ଥ : ଯେଉଁ ତେଜିଆନ ଝଡ଼ ସହିତ ବର୍ଷାବି ହୁଏ
ଉଦାହରଣ :
ହସ୍ତା ନକ୍ଷତ୍ର ଚଳିବାରୁ ଝଞ୍ଜା ଆରମ୍ଭ ହୋଇଗଲା
ସମକକ୍ଷ : ଝଞ୍ଜାବାତ, ପ୍ରବଳ ଝଡ଼ବାତ୍ୟା
ଅର୍ଥ : ବହୁତ ତୀବ୍ର ବା ତେଜ
ଉଦାହରଣ :
କାଲିର ଝଡ଼ବତାସ ହୃଦୟକୁ କମ୍ପାଇ ଦେବାଭଳି ଥିଲା
ସମକକ୍ଷ : ଝଞ୍ଜାବାତ, ଝଡ଼ବତାସ, ପ୍ରବଳ ଝଡ଼ବାତ୍ୟା