ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝଡ଼ବତାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝଡ଼ବତାସ   ବିଶେଷ୍ୟ

ଅର୍ଥ : ଜୋର ଝଡ଼ତୋଫାନ

ଉଦାହରଣ : କାଲି ଆସିଥିବା ଝଡ଼ତୋଫାନରେ କେତେକ କୁଡ଼ିଆ ନଷ୍ଟ ହୋଇଗଲା

ସମକକ୍ଷ : ଝଡ଼ତୋଫାନ

तेज़ आँधी।

कल आए झंझे में कितनी ही झोपड़ियाँ उड़ गईं।
झंझा, झंझावात

A violent weather condition with winds 64-72 knots (11 on the Beaufort scale) and precipitation and thunder and lightning.

storm, violent storm

ଝଡ଼ବତାସ   ବିଶେଷଣ

ଅର୍ଥ : ବହୁତ ତୀବ୍ର ବା ତେଜ

ଉଦାହରଣ : କାଲିର ଝଡ଼ବତାସ ହୃଦୟକୁ କମ୍ପାଇ ଦେବାଭଳି ଥିଲା

ସମକକ୍ଷ : ଝଞ୍ଜା, ଝଞ୍ଜାବାତ, ପ୍ରବଳ ଝଡ଼ବାତ୍ୟା

बहुत तीव्र या तेज़।

वायु के प्रचंड वेग से हृदय काँप उठा।
ज़ोर का, ज़ोरदार, जोर का, जोरदार, झंझा, प्रचंड, प्रचण्ड, भीषण

Intensely or extremely bad or unpleasant in degree or quality.

Severe pain.
A severe case of flu.
A terrible cough.
Under wicked fire from the enemy's guns.
A wicked cough.
severe, terrible, wicked