ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରକାଶିତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରକାଶିତ କରିବା   ବିଶେଷ୍ୟ

ଅର୍ଥ : ଆଲୋକ ବା ପ୍ରକାଶରେ ଯୁକ୍ତ କରିବା କ୍ରିୟା

ଉଦାହରଣ : ସେ ରାତିରେ ଅନ୍ଧାର ବାଟକୁ ଆଲୋକିତ କରିବାପାଇଁ ଟର୍ଚ୍ଚ ଜଳାଇଲା

ସମକକ୍ଷ : ଆଲୋକିତ କରିବା

आलोक या प्रकाश से युक्त करने की क्रिया।

उसने रात के अँधेरे में मार्ग पर प्रकाश डालने हेतु टार्च जलाई।
आलोकन, प्रकाश डालना, रोशनी डालना

ପ୍ରକାଶିତ କରିବା   କ୍ରିୟାପଦ

ଅର୍ଥ : ଲେଖା ଆଦିକୁ ପ୍ରକାଶିତ କରିବା

ଉଦାହରଣ : ସେ ଏବେ ସୁଦ୍ଧା ଦୁଇଟି ପୁସ୍ତକ ପ୍ରକାଶିତ କରିଛନ୍ତି

ସମକକ୍ଷ : ଛପାଇବା, ମୁଦ୍ରଣ କରିବା

* रचना आदि को प्रकाशित करना।

उसने अभी तक दो पुस्तकें प्रकाशित की है।
प्रकाशित करना