ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଦ୍ରଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଦ୍ରଣ କରିବା   କ୍ରିୟାପଦ

ଅର୍ଥ : ଛାପାକଳଦ୍ୱାରା ଅକ୍ଷର ବା ଚିତ୍ର ଅଙ୍କନ କରିବା

ଉଦାହରଣ : ଏହି ପୁସ୍ତକକୁ ନରୁଲା ପ୍ରିଣ୍ଟର୍ସ‌ ଛାପିଛି

ସମକକ୍ଷ : ଛାପିବା

छापे की कल से अक्षर या चित्र अंकित करना।

इस पुस्तक को नरुला प्रिंटर्स ने छापा है।
छापना, मुद्रण करना

Put into print.

The newspaper published the news of the royal couple's divorce.
These news should not be printed.
print, publish

ଅର୍ଥ : ଲେଖା ଆଦିକୁ ପ୍ରକାଶିତ କରିବା

ଉଦାହରଣ : ସେ ଏବେ ସୁଦ୍ଧା ଦୁଇଟି ପୁସ୍ତକ ପ୍ରକାଶିତ କରିଛନ୍ତି

ସମକକ୍ଷ : ଛପାଇବା, ପ୍ରକାଶିତ କରିବା

* रचना आदि को प्रकाशित करना।

उसने अभी तक दो पुस्तकें प्रकाशित की है।
प्रकाशित करना