ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛପାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛପାଇବା   କ୍ରିୟାପଦ

ଅର୍ଥ : ଛାପିକରି ଲୋକଙ୍କ ସାମନାକୁ ଆଣିବା

ଉଦାହରଣ : ସେ ତାଙ୍କ କବିତା ଖବରକାଗଜରେ ଛପାଇଲେ

ସମକକ୍ଷ : ପ୍ରକାଶିତ କରାଇବା

छपाकर लोगों के सामने लाना।

उन्होंने अपनी कविता अख़बार में छपवाई।
छपवाना, छपाना, प्रकाशित कराना

Put into print.

The newspaper published the news of the royal couple's divorce.
These news should not be printed.
print, publish

ଅର୍ଥ : ଛାପିବାର କାମ ଅନ୍ୟଦ୍ୱାରା କରାଇବା

ଉଦାହରଣ : ସେ ଶହେ ନିମନ୍ତ୍ରଣ କାର୍ଡ଼ ଛପାଇଲେ

छापने का काम दूसरे से करवाना।

उसने सौ निमंत्रण कार्ड छपवाए।
छपवाना, छपाना

ଅର୍ଥ : ଲେଖା ଆଦିକୁ ପ୍ରକାଶିତ କରିବା

ଉଦାହରଣ : ସେ ଏବେ ସୁଦ୍ଧା ଦୁଇଟି ପୁସ୍ତକ ପ୍ରକାଶିତ କରିଛନ୍ତି

ସମକକ୍ଷ : ପ୍ରକାଶିତ କରିବା, ମୁଦ୍ରଣ କରିବା

* रचना आदि को प्रकाशित करना।

उसने अभी तक दो पुस्तकें प्रकाशित की है।
प्रकाशित करना