ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଜାତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଜାତି   ବିଶେଷ୍ୟ

ଅର୍ଥ : କୌଣସି ଜାତିର ପୋଷା ଜନ୍ତୁଙ୍କର ଏକ ବିଶେଷ ପ୍ରଜାତି

ଉଦାହରଣ : ସେ ଗୋଟିଏ ଭଲ ଜାତିର କୁକୁର ପାଳିଛି

ସମକକ୍ଷ : ଜାତି

किसी जाति के पालतू पशुओं की एक विशेष प्रजाति।

उसने एक अच्छी नस्ल का कुत्ता पाला है।
नसल, नस्ल

A special variety of domesticated animals within a species.

He experimented on a particular breed of white rats.
He created a new strain of sheep.
breed, stock, strain

ଅର୍ଥ : ଜୀବ ଜନ୍ତୁଙ୍କ ଧର୍ମ, ଆକୃତି ଇତ୍ୟାଦିର ସମାନତାକୁ ବିଚାରକରି କରାଯାଇଥିବା ବିଭାଗ

ଉଦାହରଣ : ଭାରତରେ ବିଭିନ୍ନ ପ୍ରକାରର ଆମ୍ବ ମିଳେ

ସମକକ୍ଷ : ଜାତି, ପ୍ରକାର

जीव-जंतुओं के धर्म, आकृति आदि की समानता के विचार से किया हुआ विभाग।

भारत में आम की कई जातियाँ पाई जाती हैं।
जाति, नसल, नस्ल, प्रजाति

(biology) taxonomic group whose members can interbreed.

species