ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମତଳ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମତଳ ହେବା   କ୍ରିୟାପଦ

ଅର୍ଥ : ଗାତଆଦି ପୋତିହୋଇ ତାର ଚାରିପାଖ ସ୍ତରସହ ସମାନ ହେବା

ଉଦାହରଣ : ଆରେ! ସାମ୍ନାର ଗାତଟି କେବେ ପୋତି ହେଲା

ସମକକ୍ଷ : ପୂରିବା, ପୋତିହେବା, ଭର୍ତ୍ତିହେବା, ସମାନ ହେବା

गड्ढे आदि का भरकर आस-पास की सतह के बराबर हो जाना।

अरे ! सामने का गड्ढा कब पट गया !।
पटना, भरना, समतल होना

Plug with a substance.

Fill a cavity.
fill