ଅର୍ଥ : କୌଣସି ଜାତି, ବର୍ଗ, ପଦ ଇତ୍ୟାଦିପାଇଁ ନିଶ୍ଚିତ କରାଯାଉଥିବା କାମ କିମ୍ବା ବ୍ୟବହାର
ଉଦାହରଣ :
ପ୍ରଜାର ରକ୍ଷା କରିବା ରାଜାର ବାସ୍ତବିକ ଧର୍ମ
ସମକକ୍ଷ : କର୍ତ୍ତବ୍ୟ
ଅର୍ଥ : ଯେଉଁ ସମାଜ ବା ଗୋଷ୍ଠୀ ଦୈବିକ ଶକ୍ତିରେ ନିଜର ବିଶ୍ୱାସ ଦର୍ଶାଇଥାଏ ବା ଯେ ଦୈବିକ ଶକ୍ତିରେ ବିଶ୍ୱାସ କରିଥାଏ
ଉଦାହରଣ :
ମହମ୍ମଦ ସାହେବ ମୁସଲିମ୍ ଧର୍ମ ସ୍ଥାପନ କରିଥିଲେ
ସମକକ୍ଷ : ଧରମ
ଅର୍ଥ : ଅଳଙ୍କାର ଶାସ୍ତ୍ରରେ ଯେଉଁ ଗୁଣ ବା ବୃତ୍ତି ଉପମେୟ ଏବଂ ଉପମାନ ଉଭୟରେ ସମାନ ରୂପରେ ବିଦ୍ୟମାନ ଥାଏ ଏବଂ ଯାହାର ଆଧାରରେ ଏକ ବସ୍ତୁର ଉପମା ଅନ୍ୟ ବସ୍ତୁଦ୍ବାରା ଦିଆଯାଏ
ଉଦାହରଣ :
ତେଜସ୍ବୀ ବ୍ୟକ୍ତି ଏବଂ ସୂର୍ଯ୍ୟ ଉଭୟଙ୍କର ଧର୍ମ ପ୍ରଖରତା ରହିଛି
ଅର୍ଥ : ସ୍ୱର୍ଗ ଆଦି ଶୁଭଫଳ ଦେଉଥିବା କାର୍ଯ୍ୟ
ଉଦାହରଣ :
ଦୀନଦୁଃଖୀମାନଙ୍କ ସେବା ହିଁ ସବୁଠାରୁ ବଡ଼ ଧର୍ମ
ସମକକ୍ଷ : ପୁଣ୍ୟ