ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଙ୍ଗଳିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଙ୍ଗଳିକ   ବିଶେଷ୍ୟ

ଅର୍ଥ : ନାଟକରେ ମଙ୍ଗଳ ପାଠ କରୁଥିବା ଅଭିନେତା

ଉଦାହରଣ : ନାଟକ ଆରମ୍ଭ ହେବାପାଇଁ ଏବେ ମାତ୍ର ଦଶ ମିନିଟ୍‌ ଅଛି କିନ୍ତୁ ମାଙ୍ଗଳିକ ଏପର୍ଯ୍ୟନ୍ତ ଆସିନାହାନ୍ତି

नाटक में मंगल पाठ करनेवाला पात्र।

नाटक शुरू होने में अब दस मिनट ही हैं पर मांगलिक अभी तक नहीं आया है!।
मांगलिक

ମାଙ୍ଗଳିକ   ବିଶେଷଣ

ଅର୍ଥ : ଯାହା ଶୁଭ ବା ଭଲ

ଉଦାହରଣ : ଶୁଭ କାର୍ଯ୍ୟ ଆରମ୍ଭ କରିବାରେ ଡେରି ହେବା ଉଚିତ ନୁହେଁ

ସମକକ୍ଷ : ପୁଣ୍ୟ, ଭଲ, ଶୁଭ

वह जो शुभ या अच्छा हो।

शुभ कार्य की शुरुआत करने में देर नहीं होनी चाहिए।
अच्छा, पुण्य, भला, मांगलिक, मुबारक, शुभ

Auguring favorable circumstances and good luck.

An auspicious beginning for the campaign.
auspicious