ଅର୍ଥ : ସଫେଦା ଆମ୍ବର ଗଛ
ଉଦାହରଣ :
ଗତ ବର୍ଷ ସଫେଦା ଆମ୍ବ ଲଗା ଯାଇଥିଲା,ତାହା ବଢ଼ୁନାହିଁ
ସମକକ୍ଷ : ପୁଂଡରୀକ, ପୁଂଡରୀକ ଆମ୍ବ, ପୁଣ୍ଡରୀକ ଆମ୍ବ, ସଫେଦା, ସଫେଦା ଆମ୍ବ
ଅର୍ଥ : ଧଳାରଂଗର ହାତୀ
ଉଦାହରଣ :
ଚିଡ଼ିଆଖାନାରେ ଆମେ ଏକ ଧଳାହାତୀ ଦେଖିଲୁ
ସମକକ୍ଷ : ଧଳାହାତୀ, ଶ୍ୱେତକୁଂଜର, ଶ୍ୱେତଦିଗ୍ଗଜ, ଶ୍ୱେତହସ୍ତୀ
ଅର୍ଥ : ଗୋଟିଏ ପ୍ରକାରର ବହୁତ ବଢ଼ିଆ ଆମ୍ବ
ଉଦାହରଣ :
ସେ ଦୋକାନରୁ କିଲେ ସଫେଦା ଆମ୍ବ କିଣିଲେ
ସମକକ୍ଷ : ସଫେଦା, ସଫେଦା ଆମ୍ବ
ଅର୍ଥ : ଗୋଟିଏ ଦିଗ୍ଗଜ
ଉଦାହରଣ :
ଆଗ୍ନେୟ କୋଣର ଦିଗ୍ଗଜ ହେଉଛନ୍ତି ପୁଣ୍ଡରୀକ