ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସଫେଦା ଆମ୍ବର ଗଛ
ଉଦାହରଣ : ଗତ ବର୍ଷ ସଫେଦା ଆମ୍ବ ଲଗା ଯାଇଥିଲା,ତାହା ବଢ଼ୁନାହିଁ
ସମକକ୍ଷ : ପୁଂଡରୀକ, ପୁଂଡରୀକ ଆମ୍ବ, ପୁଣ୍ଡରୀକ, ପୁଣ୍ଡରୀକ ଆମ୍ବ, ସଫେଦା
सफेदा आम का वृक्ष।
Large evergreen tropical tree cultivated for its large oval fruit.
ଅର୍ଥ : ଗୋଟିଏ ପ୍ରକାରର ବହୁତ ବଢ଼ିଆ ଆମ୍ବ
ଉଦାହରଣ : ସେ ଦୋକାନରୁ କିଲେ ସଫେଦା ଆମ୍ବ କିଣିଲେ
ସମକକ୍ଷ : ପୁଣ୍ଡରୀକ, ସଫେଦା
एक प्रकार का बहुत बढ़िया आम।
Large oval tropical fruit having smooth skin, juicy aromatic pulp, and a large hairy seed.
ସଂସ୍ଥାପନ କରନ୍ତୁ