ଅର୍ଥ : ରାମଲୀଳା ଆଦିରେ ଅଭିନେତାମାନଙ୍କୁ ମୁହଁରେ ଚନ୍ଦନ ବା ରଙ୍ଗରେ ଲଗାଯାଇଥିବା ତିଳକ
ଉଦାହରଣ :
ଝାଳରେ ତିଳକ ବିଗିଡ଼ି ଯାଇଛି
ସମକକ୍ଷ : ତିଳକ
ଅର୍ଥ : ଔଷଧ କାମରେ ଲାଗୁଥିବା ଗୋଟିଏ ଗଛ
ଉଦାହରଣ :
ଚିତାରେ କେତେପ୍ରକାରର ଔଷଧ ତିଆରି ହୁଏ
ଅର୍ଥ : ତିଳ ବା ଅନ୍ୟ କୌଣସି ଚିହ୍ନ ଆଦି ଯାହା ଚର୍ମ ଉପରେ ଛୁଞ୍ଚିରେ ଫୋଡ଼ାଯାଇ ତିଆରି କରାଯାଇଥାଏ
ଉଦାହରଣ :
ଶୀଲା ଚିତା କୁଟାଉଛି