ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜଣେ ପୌରାଣିକ ଋଷି
ଉଦାହରଣ : ପିତାମହ କିଛି ଧର୍ମଗ୍ରନ୍ଥ ମଧ୍ୟ ଲେଖିଥିଲେ
ସମକକ୍ଷ : ପିତାମହ ଋଷି
एक पौराणिक ऋषि।
A mentor in spiritual and philosophical topics who is renowned for profound wisdom.
ଅର୍ଥ : ହିନ୍ଦୁମାନଙ୍କର ଜଣେ ଦେବତା ଯାହାଙ୍କୁ ସୃଷ୍ଟିର ସ୍ରଷ୍ଟା ବୋଲି ବିଚାର କରାଯାଏ
ଉଦାହରଣ : ନାରଦ ବ୍ରହ୍ମାଙ୍କ ବରଦ ପୁତ୍ର
ସମକକ୍ଷ : ଚତୁର୍ମୁଖ, ପଦ୍ମଯୋନି, ପ୍ରଜାପତି, ବିଧାତା, ବ୍ରହ୍ମା, ହଂସବାହନ, ହିରଣ୍ୟଗର୍ଭ
हिन्दुओं के एक देवता जो सृष्टि के सृजक माने जाते हैं।
The Creator. One of the three major deities in the later Hindu pantheon.
ଅର୍ଥ : ଗଙ୍ଗାଙ୍କ ଗର୍ଭରୁ ଜନ୍ମ ନେଇଥିବା ରାଜା ଶାନ୍ତନୁଙ୍କ ପୁଅ
ଉଦାହରଣ : ଭୀଷ୍ମ ସାରାଜୀବନ ବ୍ରହ୍ମଚର୍ଯ୍ୟ ପାଳନ କଲେ
ସମକକ୍ଷ : ଗାଙ୍ଗେୟ, ଦେବବ୍ରତ, ଭୀଷ୍ମ
गंगा के गर्भ से उत्पन्न राजा शांतनु के पुत्र।
An imaginary being of myth or fable.
ସଂସ୍ଥାପନ କରନ୍ତୁ