ଅର୍ଥ : ସୂକ୍ଷ୍ମ ଶରୀରସହିତ ସଂଯୁକ୍ତ ଆତ୍ମା
ଉଦାହରଣ :
ଶୁଣାଯାଏ ଯେ ମାଆ ଗର୍ଭରୁ ଜାତହେବା ପୂର୍ବରୁ ଜୀବ ହିରଣ୍ୟଗର୍ଭ ହୋଇଯାଏ
ଅର୍ଥ : ଜଣେ ମନ୍ତ୍ରକାର ଋଷି
ଉଦାହରଣ :
ଲୋକମାନେ ହିରଣ୍ୟଗର୍ଭଙ୍କ ପ୍ରତିଭା ସହିତ ପରିଚିତ ଥିଲେ
ସମକକ୍ଷ : ହିରଣ୍ୟଗର୍ଭ ଋଷି
ଅର୍ଥ : ଯେଉଁ ଜ୍ୟୋତିର୍ମୟ ପିଣ୍ଡଦ୍ୱାରା ବ୍ରହ୍ମା ତଥା ସମସ୍ତ ସୃଷ୍ଟିର ଉତ୍ପତ୍ତି ହୋଇଛି
ଉଦାହରଣ :
ମୋତେ ତ ହିରଣ୍ୟଗର୍ଭ ଏକ କଳ୍ପନାଭଳି ପ୍ରତୀୟମାନ ହୁଏ