ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେବବ୍ରତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେବବ୍ରତ   ବିଶେଷ୍ୟ

ଅର୍ଥ : ଜଣେ ବୈଦିକ ଋଷି

ଉଦାହରଣ : ଋଗବେଦରେ ଦେବବ୍ରତ ଋଷିଙ୍କ ବର୍ଣ୍ଣନା ମିଳେ

ସମକକ୍ଷ : ଦେବବ୍ରତ ଋଷି

एक वैदिक ऋषि।

देवव्रत का वर्णन ऋग्वेद में मिलता है।
देवव्रत, देवव्रत ऋषि

A mentor in spiritual and philosophical topics who is renowned for profound wisdom.

sage

ଅର୍ଥ : ଗଙ୍ଗାଙ୍କ ଗର୍ଭରୁ ଜନ୍ମ ନେଇଥିବା ରାଜା ଶାନ୍ତନୁଙ୍କ ପୁଅ

ଉଦାହରଣ : ଭୀଷ୍ମ ସାରାଜୀବନ ବ୍ରହ୍ମଚର୍ଯ୍ୟ ପାଳନ କଲେ

ସମକକ୍ଷ : ଗାଙ୍ଗେୟ, ପିତାମହ, ଭୀଷ୍ମ

गंगा के गर्भ से उत्पन्न राजा शांतनु के पुत्र।

भीष्म ने आजीवन ब्रह्मचर्य का पालन किया।
ऊर्ध्वरेता, गंगादत्त, गांगेय, तालकेतु, देवव्रत, पितामह, पुरावसु, भीष्म, भीष्म पितामह, भीष्म-पितामह, भीष्मपितामह

An imaginary being of myth or fable.

mythical being