ଅର୍ଥ : ପବନର ଚାପ ସୃଷ୍ଟିପାଇଁ ନୌକାର ମାସ୍ତୁଲରେ ବନ୍ଧା ଯାଉଥିବା ଏକ ଲମ୍ବା ଚୌଡ଼ା କନା
ଉଦାହରଣ :
ହଠାତ୍ ତୋଫାନ ଆସିବାରୁ ନୌକାର କମଜୋର ପାଲ ଫାଟିଗଲା
ଅର୍ଥ : ରଥ ବା ପାଲଙ୍କିଆଦି ଉପରେ ଘୋଡ଼ାଇ ଦିଆଯାଉଥିବା ପରଦା
ଉଦାହରଣ :
ଖରାରୁ ରକ୍ଷା ପାଇବାପାଇଁ ଗାଡ଼ିଚାଳକ ବଳଦଗାଡ଼ି ଉପରେ ଘୋଡ଼ଣୀ ପକାଇଦେଲା
ସମକକ୍ଷ : ଘୋଡ଼ଣୀ
ଅର୍ଥ : ଯେଉଁ ଲୁଗାରେ ଗାଡ଼ି ବା ପାଲଙ୍କି ଢଙ୍କା ଯାଏ
ଉଦାହରଣ :
ପାଲଙ୍କି ଭିତରେ ବସି କନ୍ୟା ପାଲ ଟେକି ବାହାରକୁ ଉଙ୍କିମାରୁଥିଲା