ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତମ୍ବୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତମ୍ବୁ   ବିଶେଷ୍ୟ

ଅର୍ଥ : ଖରାରୁ ସୁରକ୍ଷା ପାଇବା ପାଇଁ ବନ୍ଧାଯାଉଥିବା ପାଲ

ଉଦାହରଣ : ତମ୍ବୁ ଭିତରେ ବି ବହୁତ ଗରମ

ସମକକ୍ଷ : ଚାନ୍ଦୁଆ, ପାଲ, ସାମିୟାନା

धूप आदि से बचने के लिए ताना जानेवाला चँदोआ।

आकाशी के नीचे भी बहुत गर्मी है।
आकाशी

ଅର୍ଥ : ଏକ ବଡ଼ ତମ୍ବୁ

ଉଦାହରଣ : ବରଯାତ୍ରୀ ଦଳ ଛାମୁଣ୍ଡିଆ ତଳେ ବସିଛନ୍ତି

ସମକକ୍ଷ : ଛାମୁଣ୍ଡିଆ, ପାଲ, ସାମିୟାନା

एक बड़ा तंबू या खेमा।

बाराती शामियाने के नीचे बैठे हुए हैं।
पाल, मंडप, मण्डप, शामियाना, सामियाना

Large and often sumptuous tent.

marquee, pavilion

ଅର୍ଥ : କନା, ଅଖା,ପଲିଥିନଆଦିରେ ତିଆରି ହୋଇଥିବା ସଂରଚନା ଯାହାକୁ ଖୁମ୍ବଆଦି ସହାୟତାରେ ଟାଣି ମେଲେଇ ଦିଆଯାଏ

ଉଦାହରଣ : ଏନ.ସି.ସିର ପିଲାମାନେ ନିଜ ନିଜର ତମ୍ବୁ ପକାଉଛନ୍ତି

ସମକକ୍ଷ : ଛାଉଣୀ

कपड़े, टाट आदि की बनी हुई वह संरचना जिसे चोब आदि की सहायता से तानकर फैला देते हैं।

एन सी सी के बच्चे अपना-अपना तंबू तान रहे हैं।
आडंबर, आडम्बर, खेमा, टेंट, टेन्ट, तंबू, तम्बू, पटवाप, पटवास

A portable shelter (usually of canvas stretched over supporting poles and fastened to the ground with ropes and pegs).

He pitched his tent near the creek.
collapsible shelter, tent