ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୋଡ଼ଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୋଡ଼ଣୀ   ବିଶେଷ୍ୟ

ଅର୍ଥ : ରଥ ବା ପାଲଙ୍କିଆଦି ଉପରେ ଘୋଡ଼ାଇ ଦିଆଯାଉଥିବା ପରଦା

ଉଦାହରଣ : ଖରାରୁ ରକ୍ଷା ପାଇବାପାଇଁ ଗାଡ଼ିଚାଳକ ବଳଦଗାଡ଼ି ଉପରେ ଘୋଡ଼ଣୀ ପକାଇଦେଲା

ସମକକ୍ଷ : ପାଲ

रथ या पालकी आदि के ऊपर आड़ करने का परदा।

धूप से बचने के लिए गाड़ीवान ने बैलगाड़ी के ऊपर ओहार डाल दिया।
उहार, ओहार

ଅର୍ଥ : କୌଣସି ବସ୍ତୁଆଦିକୁ ଆଚ୍ଛାଦିତ କରିବା କିମ୍ବା ଢାଙ୍କିବା ବସ୍ତୁ

ଉଦାହରଣ : ଘୋଡ଼ଣୀଦ୍ୱାରା ବସ୍ତୁ ସୁରକ୍ଷିତ ରହେ

ସମକକ୍ଷ : ଆଚ୍ଛାଦକ ବସ୍ତୁ, ଆଚ୍ଛାଦନ, ଆବରଣ

वह वस्तु जिससे किसी वस्तु आदि को आच्छादित किया जाए या ढकने की वस्तु।

आच्छाद से वस्तुएँ सुरक्षित रहती हैं।
अंतःपट, अंतर्पट, अन्तःपट, अन्तर्पट, अपटी, अपवारण, अपिधान, अबरन, अभिवास, अभिवासन, अवरण, अश्मंतक, अश्मन्तक, आच्छाद, आच्छादक वस्तु, आच्छादन, आटोप, आवरण, आस्तर, उच्छादन, कवच, छद, छाजन, तिरस्क्रिया

An artifact that covers something else (usually to protect or shelter or conceal it).

covering

ଅର୍ଥ : ବିଛେଇବା ବା ଘୋଡ଼ିହେବାପାଇଁ ଲମ୍ବା ଚଉଡ଼ା ଲୁଗା

ଉଦାହରଣ : ସେ ବଜାରରୁ ଏକ ନୂଆ ଚାଦର କିଣିଲା

ସମକକ୍ଷ : ଚଦର, ଚାଦର

बिछाने या ओढ़ने का लम्बा-चौड़ा कपड़ा।

उसने बाज़ार से एक नयी चादर खरीदी।
चद्दर, चादर

Bed linen consisting of a large rectangular piece of cotton or linen cloth. Used in pairs.

bed sheet, sheet