ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାନ୍ଦୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାନ୍ଦୁଆ   ବିଶେଷ୍ୟ

ଅର୍ଥ : ଉପରେ ଟାଣିବାପାଇଁ ଧଳା ବା ରଙ୍ଗୀନ କପଡ଼ା

ଉଦାହରଣ : ଭଗବାନଙ୍କ ମୂର୍ତ୍ତି ଉପରେ ଚାନ୍ଦୁଆ ଟାଣିଦିଅ

ऊपर तानने का सफेद या रंगीन कपड़ा।

भगवान की मूर्ति के ऊपर चाँदनी टाँग दो।
चाँदनी

ଅର୍ଥ : ଖରାରୁ ସୁରକ୍ଷା ପାଇବା ପାଇଁ ବନ୍ଧାଯାଉଥିବା ପାଲ

ଉଦାହରଣ : ତମ୍ବୁ ଭିତରେ ବି ବହୁତ ଗରମ

ସମକକ୍ଷ : ତମ୍ବୁ, ପାଲ, ସାମିୟାନା

धूप आदि से बचने के लिए ताना जानेवाला चँदोआ।

आकाशी के नीचे भी बहुत गर्मी है।
आकाशी

ଅର୍ଥ : ଲୁଗା, ଫୁଲଆଦିରେ ସଜା ଯାଇଥିବା ଛୋଟ ମଣ୍ଡପ

ଉଦାହରଣ : ଅତିଥିମାନଙ୍କ ଜଳଖିଆ ବ୍ୟବସ୍ଥା ମନ୍ଦିର ପାଖ ଚାନ୍ଦୁଆରେ କରାଯାଇଛି

ସମକକ୍ଷ : ଖଞ୍ଜାଶାଳ, ଛାମୁଣ୍ଡିଆ

कपड़े, फूलों आदि का छोटा मंडप।

अतिथियों के जलपान की व्यवस्था मंदिर के बगल के चँदोवा में की गयी है।
चँदवा, चँदोआ, चँदोया, चँदोवा, चंदवा, चंदोया, चंदोवा, वितान