ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଣ୍ଡଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଣ୍ଡଳୀ   ବିଶେଷ୍ୟ

ଅର୍ଥ : ଗୋଟିଏ ଅନଧିକାରିକ ସମୂହ ବା ଦଳ ବା ଲୋକ

ଉଦାହରଣ : ଆମରି ବିଦ୍ୟାଳୟର ବୁଦ୍ଧିମାନଦଳ ଆଜି ଫିଲ୍ମ ଦେଖିବାକୁ ଯାଉଛନ୍ତି

ସମକକ୍ଷ : ଗୋଷ୍ଠୀ, ଦଳ

लोगों या दलों का एक अनधिकारिक समूह।

हमारे विद्यालय का बुद्धिमान दल आज फिल्म देखने जा रहा है।
टोली, दल, मंडली, मण्डली

An unofficial association of people or groups.

The smart set goes there.
They were an angry lot.
band, circle, lot, set

ଅର୍ଥ : କୌଣସି ବିଶେଷ କାମ, ପ୍ରଦର୍ଶନ, ବ୍ୟବସାୟଆଦିପାଇଁ କରାଯାଇଥିବା କିଛି ଲୋକଙ୍କର ସମୂହ

ଉଦାହରଣ : ଆମ ସହରକୁ ଚିତ୍ରକୂଟର ରାମଲୀଳା ମଣ୍ଡଳୀ ଆସିଛି

ସମକକ୍ଷ : ଦଳ, ପାର୍ଟି, ସଙ୍ଗ

किसी विशेष कार्य, प्रदर्शन, व्यवसाय आदि के लिए बना हुआ कुछ लोगों का समूह।

हमारे शहर में चित्रकूट की राम-लीला मंडली आई हुई है।
टोली, दल, पार्टी, मंडली, मण्डली, संघ, संघात, सङ्घात

Any number of entities (members) considered as a unit.

group, grouping