ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଟି   ବିଶେଷ୍ୟ

ଅର୍ଥ : ଡାକିବାଦ୍ୱାରା ସୃଷ୍ଟି ହେଉଥିବା ଶବ୍ଦ

ଉଦାହରଣ : ମହିଳାଙ୍କର ଚିତ୍କାର ଶୁଣି ଅନେକ ଲୋକ ରୁଣ୍ଡ ହୋଇଗଲେ

ସମକକ୍ଷ : ଚିତ୍କାର, ରଡ଼ି

चिल्लाने पर निकलने वाली आवाज।

महिला की चीत्कार सुनकर सभी लोग उसकी तरफ़ दौंड़े।
चिंघाड़, चिल्लाहट, चीक, चीख, चीख़, चीत्कार, ढाड़, व्याक्रोश

ଅର୍ଥ : କାହାରିକୁ ଡାକିବାପାଇଁ ଯୋର୍‌ରେ କରାଯାଉଥିବା ଶବ୍ଦ

ଉଦାହରଣ : ମାଲିକର ଡାକ ଶୁଣି ଚାକର ଦୌଡ଼ି ଦୌଡ଼ି ଆସିଲା

ସମକକ୍ଷ : ଡାକ, ରଡ଼ି

वह ज़ोर का शब्द जो किसी को पुकारने के लिए किया जाय।

मालिक की पुकार सुनकर नौकर दौड़ता हुआ आया।
अहान, आक्रंद, आक्रंदन, आक्रन्द, आक्रन्दन, आवाज, आवाज़, आहाँ, आहां, क्रोश, टेर, पुकार, बुलाहट, हाँक, हाँका, हांक, हांका, हाव, हेरी