ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିତ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିତ୍କାର   ବିଶେଷ୍ୟ

ଅର୍ଥ : ଡାକିବାଦ୍ୱାରା ସୃଷ୍ଟି ହେଉଥିବା ଶବ୍ଦ

ଉଦାହରଣ : ମହିଳାଙ୍କର ଚିତ୍କାର ଶୁଣି ଅନେକ ଲୋକ ରୁଣ୍ଡ ହୋଇଗଲେ

ସମକକ୍ଷ : ପାଟି, ରଡ଼ି

चिल्लाने पर निकलने वाली आवाज।

महिला की चीत्कार सुनकर सभी लोग उसकी तरफ़ दौंड़े।
चिंघाड़, चिल्लाहट, चीक, चीख, चीख़, चीत्कार, ढाड़, व्याक्रोश

ଅର୍ଥ : ଚିଲ୍ଲେଇବା ପ୍ରକ୍ରିୟା ବା ଭାବ

ଉଦାହରଣ : ସେ କାହିଁକି ଚିତ୍କାର କରୁଥିଲା?

ସମକକ୍ଷ : ରଡ଼ି

चिल्लाने की क्रिया या भाव।

वह क्यों चीत्कार रही थी?
चिंघाड़, चिल्लाहट, चीक, चीख, चीख़, चीत्कार, ढाड़