ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପସନ୍ଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପସନ୍ଦ   ବିଶେଷ୍ୟ

ଅର୍ଥ : ମନକୁ ଭଲ ଲାଗିବା ଭାବ

ଉଦାହରଣ : ସେ ତା’ର ରୁଚି ଅନୁସାରେ ହିଁ କିଛି କାମ କରିଥାଏ

ସମକକ୍ଷ : ଅଭିରୁଚି, ଇଚ୍ଛା, ରୁଚି

मन को अच्छा लगने का भाव।

वह अपनी रुचि के अनुसार ही कोई काम करता है।
अभिरुचि, इच्छा, दिलचस्पी, पसंद, पसन्द, रुचि

A sense of concern with and curiosity about someone or something.

An interest in music.
interest, involvement

ଅର୍ଥ : ଚୟନ କରାଯାଇଥିବା ବ୍ୟକ୍ତି, ବସ୍ତୁ ଆଦି

ଉଦାହରଣ : ଏହି ପଦପାଇଁ ଆପଣଙ୍କ ଚୟନ ପ୍ରଶଂସାଯୋଗ୍ୟ

ସମକକ୍ଷ : ଚୟନ

* चयनित व्यक्ति, वस्तु आदि।

इस पद के लिए आपका चयन प्रशंसा के योग्य है।
चयन, पसंद, पसन्द, वरण

The person or thing chosen or selected.

He was my pick for mayor.
choice, pick, selection

ଅର୍ଥ : ଯେ କୌଣସି ବିଶେଷ ଗୁଣ ଆଦି କାରଣରୁ କାହାରିକୁ ଭଲ ଲାଗନ୍ତି

ଉଦାହରଣ : ସଚିନ ହେଉଛନ୍ତି ମୋର ପସନ୍ଦ ଆପଣ ନିଜ ପସନ୍ଦର ଜିନିଷ କିଣନ୍ତୁ

वह जो किसी विशेष गुण आदि के कारण किसी को अच्छा लगे।

आप अपनी पसंद की खरीद लें।
चयन, पसंद, पसन्द