ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୟନ   ବିଶେଷ୍ୟ

ଅର୍ଥ : ବାଛିବା କାମ

ଉଦାହରଣ : ସେ ଗ୍ରନ୍ଥାଳୟରୁ ଭଲ ବହିଗୁଡ଼ିକ ଚୟନ କରୁଛି

चुनने का काम।

वह ग्रंथालय से अच्छी पुस्तकों का चयन कर रहा है।
इंतख़ाब, इंतखाब, इंतिख़ाब, इंतिखाब, इन्तख़ाब, इन्तखाब, इन्तिख़ाब, इन्तिखाब, चयन, चुनाई, चुनाव, वरण

The act of choosing or selecting.

Your choice of colors was unfortunate.
You can take your pick.
choice, option, pick, selection

ଅର୍ଥ : ଚୟନ କରାଯାଇଥିବା ବ୍ୟକ୍ତି, ବସ୍ତୁ ଆଦି

ଉଦାହରଣ : ଏହି ପଦପାଇଁ ଆପଣଙ୍କ ଚୟନ ପ୍ରଶଂସାଯୋଗ୍ୟ

ସମକକ୍ଷ : ପସନ୍ଦ

* चयनित व्यक्ति, वस्तु आदि।

इस पद के लिए आपका चयन प्रशंसा के योग्य है।
चयन, पसंद, पसन्द, वरण

The person or thing chosen or selected.

He was my pick for mayor.
choice, pick, selection