ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବଡ଼ ଜାତୀୟ, ଧାର୍ମିକ, ସାମାଜିକ, ମଙ୍ଗଳ ବା ଶୁଭ ଅବସର ଯାହା ଧୂମ୍ଧାମରେ ପାଳିତ ହୁଏ
ଉଦାହରଣ : ସ୍ୱତନ୍ତ୍ରତା ଦିବସ ଆମର ରାଷ୍ଟ୍ରୀୟ ଉତ୍ସବ
ସମକକ୍ଷ : ଉତ୍ସବ
धूम-धाम से मनाया जाने वाला कोई बड़ा जातीय, धार्मिक या सामाजिक, मंगल या शुभ दिन।
A day or period of time set aside for feasting and celebration.
ଅର୍ଥ : ଗ୍ରନ୍ଥର ଖଣ୍ଡ ବା ବିଭାଗ ଯେଉଁଥିରେ କେତେକ ଅଧ୍ୟାୟ ଥାଏ
ଉଦାହରଣ : ମହାଭାରତର ପ୍ରଥମ ପର୍ବର ପ୍ରଥମ ଅଧ୍ୟାୟର ଏକ ଶ୍ଳୋକ କୁହନ୍ତୁ
ग्रंथ का खंड या विभाग जिसमें कई अध्याय हो सकते हैं।
A self-contained part of a larger composition (written or musical).
ଅର୍ଥ : ଭୋଜି ବା ଉତ୍ସବ ପାଳନ ନିମନ୍ତେ ଯେଉଁ ଦିନ ବା ସମୟ ଅଲଗା ରଖାଯାଇଥାଏ
ଉଦାହରଣ : ଇଦ ଉତ୍ସବ ପୁଣି କେବେ ଆସିବ?
ସମକକ୍ଷ : ଉତ୍ସବ, ସମାରୋହ
* वह दिन या समयावधि जो भोज या उत्सव मनाने के लिए अलग रखा जाता है।
ସଂସ୍ଥାପନ କରନ୍ତୁ