ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବଡ଼ ଜାତୀୟ, ଧାର୍ମିକ, ସାମାଜିକ, ମଙ୍ଗଳ ବା ଶୁଭ ଅବସର ଯାହା ଧୂମ୍ଧାମରେ ପାଳିତ ହୁଏ
ଉଦାହରଣ : ସ୍ୱତନ୍ତ୍ରତା ଦିବସ ଆମର ରାଷ୍ଟ୍ରୀୟ ଉତ୍ସବ
ସମକକ୍ଷ : ପର୍ବ
धूम-धाम से मनाया जाने वाला कोई बड़ा जातीय, धार्मिक या सामाजिक, मंगल या शुभ दिन।
A day or period of time set aside for feasting and celebration.
ଅର୍ଥ : ଯେଉଁ ଶୁଭ ଅବସରରେ ବହୁତ ଲୋକ ଏକତ୍ରିତ ହୁଅ
ଉଦାହରଣ : ପିଉସୀ ବାହାଘର ଉତ୍ସବରେ ଯୋଗଦେବାକୁ ଆସିଥିଲେ
ସମକକ୍ଷ : ଉତ୍ସବ
ऐसा शुभ अवसर जिसमें बहुत से लोग एकत्रित हों।
The time of a particular event.
ଅର୍ଥ : ଧୁମଧାମ୍ରେ ହେଉଥିବା କୌଣସି ସାର୍ବଜନୀନ, ବଡ଼, ଶୁଭ ବା ମଙ୍ଗଳ କାର୍ଯ୍ୟ
ଉଦାହରଣ : ଶିଶୁଦିବସ ଅବସରରେ ଆମ ସ୍କୁଲରେ ଏକ ସମାରୋହର ଅୟୋଜନ କରାଯାଇଛି
ସମକକ୍ଷ : ଉଚ୍ଛବ, ସମାରୋହ
धूम-धाम से होने वाला कोई सार्वजनिक, बड़ा, शुभ या मंगल कार्य।
Any joyous diversion.
ଅର୍ଥ : ଭୋଜି ବା ଉତ୍ସବ ପାଳନ ନିମନ୍ତେ ଯେଉଁ ଦିନ ବା ସମୟ ଅଲଗା ରଖାଯାଇଥାଏ
ଉଦାହରଣ : ଇଦ ଉତ୍ସବ ପୁଣି କେବେ ଆସିବ?
ସମକକ୍ଷ : ପର୍ବ, ସମାରୋହ
* वह दिन या समयावधि जो भोज या उत्सव मनाने के लिए अलग रखा जाता है।
ଅର୍ଥ : ଆନନ୍ଦ ବା ଉତ୍ସାହର ସମାରୋହ ଯେଉଁଥିରେ ଖାଇବା ପିଇବା ଓ ନାଚଗୀତଆଦି ଥାଏ
ଉଦାହରଣ : ଆମ୍ଭେମାନେ ସମାରୋହରେ ଭାଗ ନେବାକୁ ଯାଇଥିଲୁ
ସମକକ୍ଷ : ମଉଜମଜଲିସ, ସମାରୋହ
आनंद या उत्साह का समारोह जिसमें ख़ाना -पीना या गाना-बजाना आदि हो।
A joyful occasion for special festivities to mark some happy event.
ସଂସ୍ଥାପନ କରନ୍ତୁ