ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମାରୋହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମାରୋହ   ବିଶେଷ୍ୟ

ଅର୍ଥ : ଧୁମଧାମ୍‌ରେ ହେଉଥିବା କୌଣସି ସାର୍ବଜନୀନ, ବଡ଼, ଶୁଭ ବା ମଙ୍ଗଳ କାର୍ଯ୍ୟ

ଉଦାହରଣ : ଶିଶୁଦିବସ ଅବସରରେ ଆମ ସ୍କୁଲରେ ଏକ ସମାରୋହର ଅୟୋଜନ କରାଯାଇଛି

ସମକକ୍ଷ : ଉଚ୍ଛବ, ଉତ୍ସବ

धूम-धाम से होने वाला कोई सार्वजनिक, बड़ा, शुभ या मंगल कार्य।

बालदिवस के अवसर पर मेरे विद्यालय में एक समारोह का आयोजन किया गया है।
उच्छव, उछव, उत्सव, समारोह, सेलिब्रेशन

Any joyous diversion.

celebration, festivity

ଅର୍ଥ : ଭୋଜି ବା ଉତ୍ସବ ପାଳନ ନିମନ୍ତେ ଯେଉଁ ଦିନ ବା ସମୟ ଅଲଗା ରଖାଯାଇଥାଏ

ଉଦାହରଣ : ଇଦ ଉତ୍ସବ ପୁଣି କେବେ ଆସିବ?

ସମକକ୍ଷ : ଉତ୍ସବ, ପର୍ବ

* वह दिन या समयावधि जो भोज या उत्सव मनाने के लिए अलग रखा जाता है।

ईद का उत्सव फिर कब आएगा?
उत्सव, समारोह

A day or period of time set aside for feasting and celebration.

festival

ଅର୍ଥ : ଆନନ୍ଦ ବା ଉତ୍ସାହର ସମାରୋହ ଯେଉଁଥିରେ ଖାଇବା ପିଇବା ଓ ନାଚଗୀତଆଦି ଥାଏ

ଉଦାହରଣ : ଆମ୍ଭେମାନେ ସମାରୋହରେ ଭାଗ ନେବାକୁ ଯାଇଥିଲୁ

ସମକକ୍ଷ : ଉତ୍ସବ, ମଉଜମଜଲିସ

आनंद या उत्साह का समारोह जिसमें ख़ाना -पीना या गाना-बजाना आदि हो।

हमलोग एक जलसे में भाग लेने गये थे।
जलसा, जल्सा, मजलिस, महफ़िल, महफिल

A joyful occasion for special festivities to mark some happy event.

celebration, jubilation