ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସବାରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସବାରି   ବିଶେଷ୍ୟ

ଅର୍ଥ : ଯାହା ଉପରେ ଚଢ଼ାଯାଏ ବା ଜିନିଷ ଲଦି ଅନ୍ୟ ସ୍ଥାନକୁ ନିଆଯାଏ

ଉଦାହରଣ : ଆଗକାଳରେ ଲୋକମାନେ ପରିବହନ ପାଇଁ ଯାନବାହାନ ଉପରେ ନିର୍ଭର କରୁଥିଲେ

ସମକକ୍ଷ : ପରିବହନ, ଯାନବାହାନ, ସୁଆରି

वह जिस पर सवार होकर या सामान लादकर कहीं जाया जाए।

वह सड़क पर खड़े होकर शहर की ओर जाने वाली किसी सवारी का इंतजार कर रहा था।
दुर्गाजी का वाहन सिंह है।
असवारी, जोग, पतत्र, योग, वाहन, सवारी

Something that serves as a means of transportation.

conveyance, transport

ଅର୍ଥ : ସ୍ତ୍ରୀଲୋକଙ୍କ ବସିବା ନିମନ୍ତେ ବଡ଼ ସବାରି ଯାହାକୁ ସବାରି ବାହକମାନେ ବୁହନ୍ତି

ଉଦାହରଣ : ସବାରି ବାହକମାନେ ବଗିଚାରେ ସବାରି ରଖି ଆରାମ କରୁଛନ୍ତି

ସମକକ୍ଷ : ସୁଆରି

स्त्रियों के बैठने की बड़ी डोली जिसे कहार ढोते हैं।

कहार डोले को बगीचे में रखकर आराम कर रहे हैं।
डोला

A closed litter carried on the shoulders of four bearers.

palankeen, palanquin