ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାଳି   ବିଶେଷ୍ୟ

ଅର୍ଥ : ଦୁଇ ହାତର ପାପୁଲି ପିଟିବାରୁ ଉତ୍ପନ୍ନ ହେଉଥିବା ଶବ୍ଦ

ଉଦାହରଣ : ତାଳିର ଫଟଫଟ ଶବ୍ଦରେ କୋଠରୀ କମ୍ପି ଉଠିଲା

ସମକକ୍ଷ : କରତଳ ଧ୍ୱନି, କରତାଳି

दोनों फैली हुई हथेलियों को पीटने से उत्पन्न शब्द।

तालियों की गड़गड़ाहट से कमरा गूँज उठा।
करतल-ध्वनि, करतलध्वनि, ताली

A clap of the hands to indicate approval.

handclap

ଅର୍ଥ : ଶବ୍ଦ କରିବାପାଇଁ ଗୋଟିଏ ପାପୁଲିରେ ଅନ୍ୟ ପାପୁଲିଦ୍ୱାରା ଆଘାତ କରିବା କ୍ରିୟା

ଉଦାହରଣ : ପିଲାମାନେ ତାଳି ବଜାଉଥିଲେ

ସମକକ୍ଷ : କରତାଳି, ହାତତଳି

शब्द उत्पन्न करने के लिए हथेलियों को एक दूसरे पर मारने की क्रिया।

बच्चे ताली से अपनी खुशी ज़ाहिर कर रहे थे।
करतल ध्वनि, करताली, चपटी, ताली, थपड़ी, थपोड़ी, हस्तताली

A clap of the hands to indicate approval.

handclap

ଅର୍ଥ : ଚଷମା କାଚର ଏକ ପାଖ

ଉଦାହରଣ : ଫ୍ରେମ୍‌ରେ ତାଳି ଭଲଭାବରେ ବସି ନାହିଁ

चश्मे के काँच का एक पल्ला।

फ्रेम में ताल ठीक से नहीं बैठा है।
ताल

ଅର୍ଥ : ଯେଉଁ ଟୁକୁଡ଼ାଟି କୌଣସି ଜିନିଷରେ ଜୋଡ଼ା ଯାଏ

ଉଦାହରଣ : କନାର ଜଳିଥିବା ଅଂଶରେ ପଟି ପକାଇଦିଅ

ସମକକ୍ଷ : ଜୋଡ଼, ପଟି

वह टुकड़ा जो किसी चीज में जोड़ा जाय।

कपड़े के जले भाग में जोड़ लगा दो।
जोड़

ଅର୍ଥ : ଲୁଗା, ଚମଡ଼ାଆଦିର କଣା ବନ୍ଦ କରିବାପାଇଁ ତା ଉପରେ ଲଗା ଯାଉଥିବା ଖଣ୍ଡ

ଉଦାହରଣ : ଦର୍ଜୀ ଫାଟି ଯାଇଥିବା ପାଇଜାମାରେ କନାତାଳି ପକାଉଛି

ସମକକ୍ଷ : କନାତାଳି

कपड़े, चमड़े आदि का छेद बंद करने के लिए ऊपर से लगाया जानेवाला टुकड़ा।

दर्जी फटे हुए पैजामे में पैबंद लगा रहा है।
चकती, थिगड़ा, थिगला, थिगली, थेगली, पैबंद

A piece of cloth used as decoration or to mend or cover a hole.

patch