ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପତା   ବିଶେଷ୍ୟ

ଅର୍ଥ : ପତ୍ରଭଳି କୌଣସି ଚାରିକୋଣିଆ ବସ୍ତୁ ଯାହା ନିଜକୁ ନିଜେ ସମ୍ପୂର୍ଣ୍ଣ ହୋଇଥାଏ

ଉଦାହରଣ : ସେ ଔଷଧ ଦୋକାନରୁ ଔଷଧର ଏକ ପଟି କିଣିଲା ତାସର ପତା ଗୁଡିକ ଏଣେତେଣେ ଖେଳେଇ ହୋଇ ପଡିଛି୤

ସମକକ୍ଷ : ପଟି

पत्ते की तरह का पर चौकोर कोई वस्तु जो अपने आप में पूर्ण हो।

उसने दवाई की दुकान से दवा का एक पत्ता खरीदा।
ताश के पत्ते बिखरे पड़े हैं।
पत्ता

ଅର୍ଥ : ମୋଟା କାଗଜରେ ବନିଥିବା ଗଞ୍ଜପା ଖେଳର ପ୍ରତ୍ୟେକ ଖଣ୍ଡ ବା ଭାଗ

ଉଦାହରଣ : ଗଞ୍ଜପାର ପତା କଳାତ୍ମକ ଏବଂ ଗୋଲ ହୋଇଥାଏ

गंजीफा खेल का मोटे कागज़ का प्रत्येक टुकड़ा या भाग।

गंजीफा का पत्ता कलात्मक और गोल होता है।
पत्ता