ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଟାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଟାଇବା   କ୍ରିୟାପଦ

ଅର୍ଥ : କୌଣସି କାମ ଆଦି ପାଇଁ କଥା ପକ୍କା କରିବା

ଉଦାହରଣ : ସେ ଘରର ମୂଲ ଶସ୍ତାରେ ଛିଣ୍ଡାଇଲାପଚାଶ ଟଙ୍କାର ଜିନିଷକୁ ପଚିଶରେ ଦେବା ପାଇଁ ମୋହନ ଦୋକାନୀକୁ ପଟାଇଲା

ସମକକ୍ଷ : ଛିଣ୍ଡାଇଲା, ଠିକ କରିବା

किसी कार्य आदि के लिए बात पक्की करना।

उसने मकान का सौदा सस्ते में पटाया।
मोहन ने पचास की चीज़ पचीस में देने के लिए दूकानदार को पटा लिया।
जमाना, ठहराना, ठानना, ठीक करना, तय करना, पक्का करना, पटाना

Dispose of. Make a financial settlement.

settle

ଅର୍ଥ : ରାଜି କରାଇବା

ଉଦାହରଣ : ମୁଁ ଏହି କାର୍ଯ୍ୟ କରିବା ପାଇଁ ସୋହନକୁ ରାଜି କରେଇଲି

ସମକକ୍ଷ : ମନାଇବା, ରାଜି କରେଇବା

कोई कही हुई बात को मानने के लिए तैयार करना।

मैंने यह काम करने के लिए सोहन को मना लिया।
पटा लेना, पटाना, मना लेना, मनाना, रज़ामंद करना, रज़ामन्द करना, रजामंद करना, रजामन्द करना, राज़ी करना, राजी करना, सहमत करना

Influence or urge by gentle urging, caressing, or flattering.

He palavered her into going along.
blarney, cajole, coax, inveigle, palaver, sweet-talk, wheedle

ଅର୍ଥ : କୌଣସି ନିମ୍ନ ସ୍ଥାନକୁ ତାର ଆଖ ପାଖର ଧରାପୃଷ୍ଠ ସହିତ ସମାନ କରିବା

ଉଦାହରଣ : ଶହେ ମୂଲିଆ ସଡ଼କର ଗାତଗୁଡ଼ିକୁ ସମତୁଲ କରୁଛନ୍ତି

ସମକକ୍ଷ : ସମତୁଲ କରିବା

किसी निचले स्थान को उसके आस-पास के धरातल के बराबर करना।

सैकड़ों मज़दूर सड़क के गड्ढों को पाट रहे हैं।
पाटना