ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମତୁଲ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମତୁଲ କରିବା   କ୍ରିୟାପଦ

ଅର୍ଥ : କୌଣସି ନିମ୍ନ ସ୍ଥାନକୁ ତାର ଆଖ ପାଖର ଧରାପୃଷ୍ଠ ସହିତ ସମାନ କରିବା

ଉଦାହରଣ : ଶହେ ମୂଲିଆ ସଡ଼କର ଗାତଗୁଡ଼ିକୁ ସମତୁଲ କରୁଛନ୍ତି

ସମକକ୍ଷ : ପଟାଇବା

किसी निचले स्थान को उसके आस-पास के धरातल के बराबर करना।

सैकड़ों मज़दूर सड़क के गड्ढों को पाट रहे हैं।
पाटना