ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନାଇବା   କ୍ରିୟାପଦ

ଅର୍ଥ : ମାନିବା କାମ ଅନ୍ୟଦ୍ୱାରା କରାଇବା

ଉଦାହରଣ : ରୁଷିଥିବା ପୁଅକୁ ମାଆ ତାହାର ସାଙ୍ଗଦ୍ୱାରା ମନାଇଲେ

मनाने का काम दूसरे से कराना।

माँ ने रूठे हुए बेटे को उसके दोस्त से मनवाया।
मनवाना

ଅର୍ଥ : ଅନ୍ୟକୁ ମାନିବା ନିମନ୍ତେ ପ୍ରଭାବିତ କରିବା

ଉଦାହରଣ : କୌଣସି ପ୍ରକାରେ ମୁଁ ତାକୁ ମୋ ସହିତ ଆସିବାପାଇଁ ମନାଇଲି

ସମକକ୍ଷ : ମନେଇବା, ରାଜି କରାଇବା, ସ୍ୱୀକୃତ କରାଇବ

ଅର୍ଥ : ରାଗି ଥିବା ବ୍ୟକ୍ତିକୁ ପ୍ରସନ୍ନ କରିବା

ଉଦାହରଣ : ମାଆ ଛୁଆକୁ ମନାଉଛନ୍ତି

ସମକକ୍ଷ : ପ୍ରସନ୍ନ କରେଇବା

रूठे हुए को प्रसन्न करना।

माँ अपने बच्चे को मना रही है।
मनाना, मनुहार करना, मनुहारना, मान मनुहार करना

ଅର୍ଥ : ରାଜି କରାଇବା

ଉଦାହରଣ : ମୁଁ ଏହି କାର୍ଯ୍ୟ କରିବା ପାଇଁ ସୋହନକୁ ରାଜି କରେଇଲି

ସମକକ୍ଷ : ପଟାଇବା, ରାଜି କରେଇବା

कोई कही हुई बात को मानने के लिए तैयार करना।

मैंने यह काम करने के लिए सोहन को मना लिया।
पटा लेना, पटाना, मना लेना, मनाना, रज़ामंद करना, रज़ामन्द करना, रजामंद करना, रजामन्द करना, राज़ी करना, राजी करना, सहमत करना

Influence or urge by gentle urging, caressing, or flattering.

He palavered her into going along.
blarney, cajole, coax, inveigle, palaver, sweet-talk, wheedle