ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଚିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଚିଯିବା   କ୍ରିୟାପଦ

ଅର୍ଥ : ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିରହିବା ଯୋଗୁଁ କୌଣସି ଖାଦ୍ୟପଦାର୍ଥ ଦୁର୍ଗନ୍ଧଯୁକ୍ତ ଓ ଖଟାଳିଆ ହେବା

ଉଦାହରଣ : ଏହି ଖାଦ୍ୟ ପଚିଗଲାଣି

अधिक समय तक पड़ा रहने के कारण किसी खाद्य पदार्थ का दुर्गंधयुक्त और कसैला होना।

यह भोजन भकसा गया है।
भकसाना

Go sour or spoil.

The milk has soured.
The wine worked.
The cream has turned--we have to throw it out.
ferment, sour, turn, work

ଅର୍ଥ : ଫଳଗୁଡ଼ିକ ଆଦିର ଶଢ଼ିବା ପ୍ରକ୍ରିୟା ବା ମିଳେଇ ଯିବା ଆରମ୍ଭ ହେବା

ଉଦାହରଣ : ପେଟିରେ ରଖାଯାଇଥିବା ଫଳ ଦବି ଗଲାଣି

ସମକକ୍ଷ : ଦବିଯିବା, ଶଢ଼ିଯିବା

फलों आदि का सड़ना या गलना प्रारंभ होना।

पिटारे में रखे फल लग गए हैं।
लगना

Become unfit for consumption or use.

The meat must be eaten before it spoils.
go bad, spoil

ଅର୍ଥ : ଶସ୍ୟଗୁଡ଼ିକ ଗରମରୁ ସଢ଼ିଯିବା

ଉଦାହରଣ : ଗୋଦାମଘରେ ତଳେଥିବ ଶସ୍ୟ ସଢ଼ିଗଲାଣି

ସମକକ୍ଷ : ନଷ୍ଟହେବା, ସଢ଼ିଯିବା

अनाज का गर्मी पाकर सड़ना।

बखार में नीचे का अनाज भगर गया है।
भँकरना, भँगरना, भकरना, भगरना